Sad

ମୋ life story. 
ମୁଁ ନା satyajit ମୁଁ ମୋ life story ମୁଁ ସମସ୍ତେ କହିବାକୁ ଚାହୁଁନି କିନ୍ତୁ ମୁଁ ମୋ ଷ୍ଟୋରୀ କୁ ଲେଖୁଛି ଚାଉଛି. 
 ମୋ life ମୁଁ ବହୁତ ଖୁସିରେ ଅଛି. ମୁଁ ମୋ ବାପାକୁ ବହୁତ ଭଲପାଏ. ମୋ ବାପ ଜଣେ h.m techer of school ଓ ବାପା ମୋଜୀବନ..😊 ଆଉ ମୋ ବୋଉ ମୋତେ କିଛିବି କହେନି ମୋ ବୋଉ ମୋ ପାଇଁ ବହୁତ ଭଲ.. ଆଉ ମୋ ଭାଇ ସେଏ  ତ ମୋ ସାଙ୍ଗ ସାଙ୍ଗ ଠାରୁ ବି ବହୁତ🙂. ମୁଁ  ଯତେବଳେ 7class ଥିଲି ମୋ ଭାଇ କୁ ବାପ hostel ରେ ରଖିଲେ ଦେଲେ . କିନ୍ତୁ ମୋର hostel ରହିବାକୁ ବହୁତ ଇଚ୍ଛା ଥିଲା😒 କିନ୍ତୁ ବାପ ଙ୍କ ପାଖରେ ପଇସାର ଅସୁବିଧା ଥିଲା. ସାଥି ଲାଗି ମୁଁ ଆମ ଗାଁ ସ୍କୁଲ ରେ ପଢ଼ିଲି. ମୁଁ  ବି ଖୁସିଥିଲେ କାରଣ  ମୁଁ ମୋ ବାପ ବୋଉ ଙ୍କ ପାଖରେ ଥିଲେ😊. ମୁଁ ସକଳୁ ଉଠି ସ୍କୁଲ ଯାଏ ତାପରେ ଟିଉସନ 5 ବେଳେ ଯାଏ ତପେ ଘରକୁ 8ବେଳେ ଆସେ. ବସେ ଅମିଟ ହିଁ ଚାଲେ. School ରେ ମୁଁ ଗାଟିଏ ଝିଅକୁ love କଲି  ନା ତାହାର ଲୋରା🙃. ତାକୁ ମୁଁ କେବେ କହିନୀ କିନ୍ତୁ one side love କଲି ବାସ ସବୁକିଛି ବିନ୍ଦାଶସର ଚାଲିଲା. କିନ୍ତୁ କେଜାଣି ମୁଁ ସମସ୍ତେ ଙ୍କ ସହିତ ବହୁତ କମ ସମୟ 😋ରେ ମିଶି ଯାଏ. 🤑ମୋର ସମସ୍ତଙ୍କ ସହିତ ବହୁତ ଭଲରେ ରହେ ମୋତେ କହିବି କିଛିବି କୁହନ୍ତିନି  ମୁଁ ଯାହାବି କୁହେ ସମେସ୍ତେ ମାନିଯାନ୍ତି🤔. ଆଉ ଗୋଟିଏ ଝିଅ ଆମ class ରେ ପଢୁଥିଲା 🤩ସିଏ କାହାକୁ କିଛିବି କହେନି. 🤪ମୁଁ କିନ୍ତୁ ତାସହିତ ବହୁତ ଲାଗେ ତାକୁ ବହୁତ ଚିଡ଼ାଏ 🤭 ସିଏ ମୋତେ କିଛି ବି କୁହନି.🤭 ନା ତାର ବହୁତ.. ମୂଷା, ଲୋନା. ବାଇକି. ଚେନା ସିଏବି ବହୁତ ଚିଡେ 😁😁.ମୁଁ class ରେ ତାର ଛୁଟି କୁ ଅଳିଆ କରିଦେ. 🤭ଆଉ english ଟିଉସନରେ ତା ସାଇକଲ କୁ ଆଉ କାହା ଚାବିରେ ଫିଟେଇ କି ବହୁତ ବୁଲେ ତା ସାଇକଲ କୁ ଅଧା ଭଗି ଦିଏ 😁😁🤭10class ରେ ମୋତେ ସେଏ ଟିକେ ଭଲ ଲାଗିଲା. 
😍ମୁଁ ତାକୁ ପଚାରିଲି ମୁଁ ତୁମକୁ ଭଲପାଏ.. ଏହାର english grammar  କଣ ହବ 🤩😍ସେ କହିଲା i love you ତାପରେ ଚୁପଚାପ ରହିଲା ମୋ ଉପରେ ରାଗିଗଲା.. 🥰ମୁଁ ତାକୁ କହିଲି ok sorry ତୁ ରାଗେନି ମୁଁ ତୋସହିତ  ଟିକେ ମଜା କରୁଥିଲେ... 😜😜ସେଏ ବି ପାଗେଳୀ  ମାନିଗଲା.. 😁Ss

Comments